top of page
screen.jpg
Microphone

Bijay IQ , Youtube

Voice of Odisha କାର୍ଯ୍ୟକ୍ରମ କୁ ଆପଣଙ୍କୁ ସ୍ୱାଗତ | ଆମେ ଏହି କାର୍ଯ୍ୟକର୍ମ ରେ ଓଡ଼ିଶାର ଭାଇ ଭଉଣୀ ମାନଙ୍କ ସୁମଧୁର ସ୍ୱର କୁ ସାଉଁଟି ଆମ ନିଜସ୍ୱ Youtube channel ତଥା ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ରେ ବ୍ରଡକାଷ୍ଟ କରିବୁ. କଳାକାରମାନେ କ୍ଳିଅର ଭଏସ ରେ ଓଡ଼ିଆ ଗୀତ,ଭଜନ, ହିନ୍ଦୀ ଗୀତ,କବିତା ପ୍ରାର୍ଥନା  ଇତ୍ୟାଦି ରେକର୍ଡ କରି ଆମକୁ ନିମ୍ନରେ ଥିବା ଫର୍ମ ପୁରଣ କରି ପଠାଇ ଦେଇପାରିବେ. ଏହି କାର୍ଯ୍ୟକର୍ମ ଆଗକୁ ବଢିଲେ କଳାକାର ଙ୍କୁ ତାଙ୍କ ପାରିଶ୍ରମିକ ମଧ୍ୟ ମିଳିପାରିବ.

Raja Queen Winners

How to Take your GIFT? 

bottom of page