Bijay Parida

May 11, 20201 min

Difference Between The Heart n Mind - ମନ ଆଉ ବୁଦ୍ଧି ମଧ୍ୟରେ ପର୍ଥ୍ୟକ?

ମନ କହୁଛି ଘିୟ, ଖାଇବା ପାଇଁ,
 
ବୁଦ୍ଧି କହିବ ଖାଇଲେ ମୋଟା ହେବୁ,
 
କୋଲେଷ୍ଟରଲ ବଢିବ, ଅଧିକ ପଇସା
 

 
ମନ ଆତ୍ମାର ଇଚ୍ଛା
 
ବୁଦ୍ଧି ହିସାବ କରେ

    10
    0